అర్థం : କୌଣସି ବିଶେଷ କାର୍ଯ୍ୟ କରିବାକୁ ବା ଖବର ପହଁଚାଇବାକୁ ଯାହାଙ୍କୁ ପଠାଯାଏ
							ఉదాహరణ : 
							ଭଗବାନ ରାମ ଅଙ୍ଗଦଙ୍କୁ ଦୂତ ଭାବେ ରାବଣ ନିକଟକୁ ପଠାଇଲେ
							
పర్యాయపదాలు : ଚର, ଦୂତ, ସମ୍ବାଦଦାତା
ఇతర భాషల్లోకి అనువాదం :
అర్థం : ଯେ ଖବର ପହୁଞ୍ଚାଏ
							ఉదాహరణ : 
							ଆଜିବି କେତେକ ସ୍ଥାନରେ ବାର୍ତ୍ତାବହ ପାରା ବ୍ୟବହାର କରାଯାଏ
							
పర్యాయపదాలు : ଖବରବାହକ, ବାର୍ତ୍ତାବହ, ବାର୍ତ୍ତାବହନକାରୀ, ବାର୍ତ୍ତାବାହକ
ఇతర భాషల్లోకి అనువాదం :
संदेश पहुँचाने वाला।
कुछ स्थानों पर आज भी संदेशवाहक कबूतरों का उपयोग होता है।