అర్థం : ଏକ ପ୍ରକାର ସବାରୀ ଯାହା ବେହେରାମାନେ କାନ୍ଧରେ ବୋହିକରି ନିଅନ୍ତି
							ఉదాహరణ : 
							କନ୍ୟା ସବାରୀରେ ବସିଛି
							
ఇతర భాషల్లోకి అనువాదం :
అర్థం : ବଡ ସିନ୍ଦୁକ ପରି ଦୋଳିଠୁ ଟିକେ ଭିନ୍ନ ଏକ ପ୍ରକାରର ସବାରୀ ଯାହାକୁ ସବାରିଆ କାନ୍ଧରେ ବୋହିକରି ନିଅନ୍ତି
							ఉదాహరణ : 
							ରାଜା ପାଲିଙ୍କିରେ ବସି ନଗର ଭ୍ରମଣ କରିବାକୁ ବାହାରିଲେ
							
పర్యాయపదాలు : ପାଲିଙ୍କି
ఇతర భాషల్లోకి అనువాదం :