అర్థం : ଭାରତର ଅରୁଣାଚଳ ପ୍ରଦେଶର ଏକ ଜିଲ୍ଲା
							ఉదాహరణ : 
							ଲୋହିତ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ତେଜୂ ସହରରେ ଅବସ୍ଥିତ
							
పర్యాయపదాలు : ଲୋହିତ ଜିଲ୍ଲା
ఇతర భాషల్లోకి అనువాదం :
भारत के अरुणाचल प्रदेश राज्य का एक जिला।
लोहित जिले का मुख्यालय तेजू शहर में है।A region marked off for administrative or other purposes.
district, dominion, territorial dominion, territoryఅర్థం : ଅରୁଣାଚଳ ପ୍ରଦେଶର ଏକ ନଦୀ
							ఉదాహరణ : 
							ଲୋହିତ ନଦୀ ଲୋହିତ ଜିଲ୍ଲାଦେଇ ପ୍ରବାହିତ ହେଉଛି
							
పర్యాయపదాలు : ଲୋହିତ ନଦୀ
ఇతర భాషల్లోకి అనువాదం :
అర్థం : ଯାହା ରକ୍ତ ବର୍ଣ୍ଣର
							ఉదాహరణ : 
							ରାମ ହାତରେ ନାଲି ରୁମାଲ ଥିଲା
							
పర్యాయపదాలు : ଅରୁଣ, ଅରୁଣାଭ, ରକ୍ତବର୍ଣ୍ଣ, ରକ୍ତାଭ, ଲାଲ
ఇతర భాషల్లోకి అనువాదం :
అర్థం : ଲାଲ କରାଯାଇଥିବା
							ఉదాహరణ : 
							ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
							
పర్యాయపదాలు : ଅରୁଣିତ, ରକ୍ତାଭ, ରକ୍ତିମ, ଲାଲବର୍ଣ୍ଣଯୁକ୍ତ
ఇతర భాషల్లోకి అనువాదం :
అర్థం : ଲହୁ ବା ରକ୍ତ ରଙ୍ଗର
							ఉదాహరణ : 
							ସକାଳର ସୂର୍ଯ୍ୟ ଲୋହିତ ରଙ୍ଗର ହୋଇଥାଏ  ପ୍ରାତଃକାଳୀନ ରକ୍ତିମ ସୂର୍ଯ୍ୟଙ୍କ ଛିଟା ହିଁ ଅତୁଳନୀୟ
							
పర్యాయపదాలు : ରକ୍ତବର୍ଣ୍ଣ, ରକ୍ତାଭ, ରକ୍ତିମ
ఇతర భాషల్లోకి అనువాదం :