అర్థం : କାମଆଦି କରିବାପାଇଁ ନିର୍ଦିଷ୍ଟ ଶୈଳୀ
							ఉదాహరణ : 
							ଯଦି ତୁମେ ଏହି ଢଙ୍ଗରେ କାମ କରିବ, ତେବେ ପରେ ବହୁତ ପଶ୍ଚାତାପ କରିବ
							
పర్యాయపదాలు : କାମ ଶୈଳୀ, ଢଙ୍ଗ, ପଦ୍ଧତି, ବିଧି, ଶୈଳୀ
ఇతర భాషల్లోకి అనువాదం :
A way of doing something, especially a systematic way. Implies an orderly logical arrangement (usually in steps).
methodఅర్థం : ବହୁତ ଦିନରୁ ପ୍ରାୟତଃ ଗୋଟିଏ ରୂପରେ ଚାଲିଆସୁଥିବା ବିଚାର, ପ୍ରଥା ବା କ୍ରମ
							ఉదాహరణ : 
							ସବୁ ସମାଜର ବୈବାହିକ ପରମ୍ପରା ଭିନ୍ନ
							
పర్యాయపదాలు : ଚଳଣି, ନିୟମ, ପରମ୍ପରା, ପ୍ରଥା, ରୀତି-ନୀତି
ఇతర భాషల్లోకి అనువాదం :
वह विचार, प्रथा या क्रम जो बहुत दिनों से प्रायः एक ही रूप में चला आया हो।
हर समाज की वैवाहिक परंपरा भिन्न होती है।