అర్థం : କୌଣସି ବସ୍ତୁର କିଛି ଅଂଶ ଖଣ୍ଡିତ, ଭଗ୍ନ, ବା ଅଚଳ କରିବା
							ఉదాహరణ : 
							ବାଡ଼ିରେ ବାଡ଼େଇ ବାଡ଼େଇ ଗାଇଆଳ ଗାଇର ଗୋଡ଼ ଭାଙ୍ଗି ଦେଲା ବେଶି ବଦମାସି କଲେ ତମର ମୁଣ୍ଡ ଫଟେଇଦେବୁ
							
పర్యాయపదాలు : ଫଟେଇବା, ଭଗ୍ନ କରିବା
ఇతర భాషల్లోకి అనువాదం :
అర్థం : ଟଙ୍କାପଇସାଆଦି ବଦଳାଇବା
							ఉదాహరణ : 
							ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
							
పర్యాయపదాలు : ଖୁଚୁରାନଥିବା, ବଦଳାଇବା, ଭଙ୍ଗାଇବା
ఇతర భాషల్లోకి అనువాదం :
అర్థం : କାନ୍ଥ, ଘର ଆଦିକୁ ଭାଙ୍ଗି ଖସେଇବା
							ఉదాహరణ : 
							ସୋହନ ନୂଆଘର ତିଆରି କରିବାପାଇଁ ପୁରୁଣା ଘରକୁ ଭାଙ୍ଗୁଛି
							
ఇతర భాషల్లోకి అనువాదం :
అర్థం : ଶରୀରର ଗଣ୍ଠି ବା ଉଦ୍ବେଗ ଯୋଗୁଁ ପୀଡ଼ା ଜାତ ହେବା(ବିଶେଷକରି ହାଡ଼ ଓ ଖଞ୍ଜାରେ )
							ఉదాహరణ : 
							ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ
							
పర్యాయపదాలు : ଦୁର୍ବଳ
ఇతర భాషల్లోకి అనువాదం :
అర్థం : ଟଙ୍କା,ନୋଟ ଆଦିକୁ ଛୋଟ ମୁଦ୍ରା ବା ଟଙ୍କାରେ ପରିଣତ କରିବା
							ఉదాహరణ : 
							ହଜାର ଟଙ୍କିଆ ନୋଟଟି କେଉଁଠି ଭାଙ୍ଗିଲାନାହିଁ
							
పర్యాయపదాలు : ଖୁଚୁରାହେବା, ରେଜାହେବା
ఇతర భాషల్లోకి అనువాదం :
అర్థం : ଏକାଥରକେ ଅନେକ ପରିମାଣରେ ଆସିବା
							ఉదాహరణ : 
							ମହୁମାଛିମାନେ ଭାଙ୍ଗିଲେ ଆଉ ଲୋକମାନଙ୍କୁ ବିନ୍ଧିବାକୁ ଲାଗିଲେ  ସିନେମାଘର ବାହାରେ ଭିଡ଼ ଭାଙ୍ଗୁଛି
							
పర్యాయపదాలు : ଉଛୁଳି ପଡ଼ିବା
ఇతర భాషల్లోకి అనువాదం :