అర్థం : କାହାରି ନିୟନ୍ତ୍ରଣରେ ଥିବା ସାଧନ ବୋଲି ବୁଝାଯାଉଥିବା ସମୟସୀମା
							ఉదాహరణ : 
							ମୋ ପାଖରେ ଖାଦ୍ୟ ଖାଇବାପାଇଁ ସମୟ ନାହିଁମୋର ଅଧିକାଂଶ ସମୟ ଆପଣଙ୍କ ଏହି କାମରେ ଚାଲିଗଲା
							
పర్యాయపదాలు : ସମୟ
ఇతర భాషల్లోకి అనువాదం :
A period of time considered as a resource under your control and sufficient to accomplish something.
Take time to smell the roses.అర్థం : ଏକ ଅନିଶ୍ଚିତ କାଳ
							ఉదాహరణ : 
							ସେ ନିଜ ସମୟରେ ଜଣେ ଶ୍ରେଷ୍ଠ କଳାକାର ଥିଲେ
							
ఇతర భాషల్లోకి అనువాదం :
An indefinite period (usually marked by specific attributes or activities).
The time of year for planting.అర్థం : ବର୍ଷର ଯେଉଁ ସମୟାବଧି କୌଣସି ବିଶେଷ କ୍ଷେତ୍ରରେ କିଛି ବିଶେଷ ଘଟଣା ବା କାମପାଇଁ ଚିହ୍ନିତ
							ఉదాహరణ : 
							ହୋଲି ବେଳ ଆସୁଛି
							
ఇతర భాషల్లోకి అనువాదం :
A period of the year marked by special events or activities in some field.
He celebrated his 10th season with the ballet company.