అర్థం : ବିଛଣା, କପଡ଼ାଆଦି ଭୂମି ଉପରେ ବା କୌଣସି ସମତଳ ବସ୍ତୁଆଦି ଉପରେ ସଂପୂର୍ଣ୍ଣ ଦୂରତା ପର୍ଯ୍ୟନ୍ତ ବିସ୍ତାର କରିବା
							ఉదాహరణ : 
							ସେ ଖଟ ଉପରେ ଚଦର ବିଛାଇଲା
							
పర్యాయపదాలు : ବିସ୍ତାର କରିବା
ఇతర భాషల్లోకి అనువాదం :
అర్థం : ବିଛାଇବାର କାମ ଅନ୍ୟ କାହାଦ୍ୱାରା କରାଇବା
							ఉదాహరణ : 
							ଆଈ ଚାକରାଣୀଦ୍ୱାରା ବିଛଣା ବିଛାଇଲେ
							
ఇతర భాషల్లోకి అనువాదం :
అర్థం : କାହାରିକୁ ବିସ୍ତୃତ ହେବାପାଇଁ ପ୍ରବୃତ୍ତ କରିବା
							ఉదాహరణ : 
							ଗୀତା ଚାକରଦ୍ୱାରା ଖରାରେ କପଡ଼ା ବିଛାଉଛି
							
పర్యాయపదాలు : ବିସ୍ତାର କରାଇବା
ఇతర భాషల్లోకి అనువాదం :