అర్థం : ବସାଇବାର କ୍ରିୟା
							ఉదాహరణ : 
							ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
							
ఇతర భాషల్లోకి అనువాదం :
అర్థం : ବସାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							ఉదాహరణ : 
							ଜେଜେ କାନ୍ଦୁଥିବା ପିଲାଟିକୁ ଘୋଡ଼ାରେ ବସାଇଲେ
							
పర్యాయపదాలు : ଉପବେଶନ କରାଇବା, ଚଢ଼ାଇବା
ఇతర భాషల్లోకి అనువాదం :
అర్థం : ବସବାସ କରିବାପାଇଁ ଜାଗା ଦେବା ବା ବସବାସ କରିବାପାଇଁ ପ୍ରବୃତ୍ତ କରିବା
							ఉదాహరణ : 
							ଆକବର ଫତେହପୁର ସିକ୍ରୀ ସ୍ଥାପନ କରିଥିଲେ ମୁଖିଆ ଅନାଥ ରଣଜିତକୁ ଗାଁରେ ସ୍ଥାନଦେଲେ
							
పర్యాయపదాలు : ସ୍ଥାନଦେବା, ସ୍ଥାପନ କରିବା
ఇతర భాషల్లోకి అనువాదం :
అర్థం : ଭଲ ଭାବରେ ସ୍ଥିର କରିବା
							ఉదాహరణ : 
							ରାଜମିସ୍ତ୍ରୀ ଚଟାଣରେ ଟାଇଲ ବସାଉଛି
							
ఇతర భాషల్లోకి అనువాదం :
అర్థం : କୌଣସି ପଦରେ ନିଯୁକ୍ତ କରିବା
							ఉదాహరణ : 
							ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ ତକ୍ଷଶିଳାଋ ସିଂହାସନରେ ବସାଇଲେ
							
పర్యాయపదాలు : ଆସୀନ କରିବା
ఇతర భాషల్లోకి అనువాదం :
అర్థం : କାହାକୁ ବାହନ ଉପରେ ବସିବା ପାଇଁ ପ୍ରବୃତ୍ତ କରିବା
							ఉదాహరణ : 
							ଘୋଡ଼ାଚାଳକ ପିଲାକୁ ଘୋଡ଼ା ଉପରେ ଚଢାଇଲା
							
పర్యాయపదాలు : ଚଢାଇବା, ସବାର କରେଇବା
ఇతర భాషల్లోకి అనువాదం :
किसी वाहन के ऊपर बैठने में प्रवृत्त करना।
साईस ने बच्चे को घोड़े पर चढ़ाया।