అర్థం : ପିଇବା କାମ
							ఉదాహరణ : 
							ମୋହନ ମଦ୍ୟପାନ ପରେ ସୋହନ ସହିତ ଝଗଡ଼ା କଲା
							
పర్యాయపదాలు : ପାନ
ఇతర భాషల్లోకి అనువాదం :
అర్థం : ତରଳ ବସ୍ତୁକୁ ମୁହଁରୁ ଗଳା ତଳକୁ ଖସାଇବା
							ఉదాహరణ : 
							ସେ କ୍ଷୀର ପିଉଛି
							
పర్యాయపదాలు : ପାନ କରିବା
ఇతర భాషల్లోకి అనువాదం :
అర్థం : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା
							ఉదాహరణ : 
							ଜିଲାପି ଭଲଭାବେ ବୁଡ଼ିନାହିଁ
							
పర్యాయపదాలు : ବୁଡ଼ିବା, ମିଶିବା, ଲାଗିବା, ଶୋଷିବା
ఇతర భాషల్లోకి అనువాదం :
शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।
जलेबी अच्छी तरह से नहीं पगी है।అర్థం : କୌଣସି ବସ୍ତୁକୁ ଆବଶ୍ୟକତାରୁ ଅଧିକ ଉପଯୋଗ କରିବା ବା ନଷ୍ଟ କରିବା
							ఉదాహరణ : 
							ଏହି ଗାଡ଼ି ବହୁତ ପେଟ୍ରୋଲ ପିଉଛି
							
పర్యాయపదాలు : ଖାଇବା
ఇతర భాషల్లోకి అనువాదం :
అర్థం : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
							ఉదాహరణ : 
							ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
							
పర్యాయపదాలు : ଅବଶୋଷିତ କରିବା, ଟାଣିବା, ଶୋଷଣ କରିବା
ఇతర భాషల్లోకి అనువాదం :