అర్థం : ମାନବ ନିର୍ମିତ ଏକ ବସ୍ତୁ ଯେଉଁଥିରେ କିଛି ରଖାଯାଏ
							ఉదాహరణ : 
							ସେ କୁକୁରମାନଙ୍କୁ ମାଟିପାତ୍ରରେ କ୍ଷୀର ପିଆଉଛି
							
ఇతర భాషల్లోకి అనువాదం :
Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).
containerఅర్థం : ନାଟକରେ ଅଭିନୟ କରୁଥିବା ବ୍ୟକ୍ତି
							ఉదాహరణ : 
							ଶ୍ୟାମଦେବ ଜଣେ କୁଶଳୀ ଅଭିନେତା
							
పర్యాయపదాలు : ଅଭିନେତା, ନଟ, ନାଟୁଆ
ఇతర భాషల్లోకి అనువాదం :
नाटक में अभिनय करने वाला व्यक्ति।
श्यामदेव एक कुशल नाट्यकार हैं।అర్థం : ନାଟକ, ଉପନ୍ୟାସଆଦିରେ କୌଣସି ବ୍ୟକ୍ତି ଯାହାର କଥାବସ୍ତୁରେ କୌଣସି ସ୍ଥାନ ଅଛି ବା କିଛି ଚରିତ୍ର ଦେଖାଯାଏ
							ఉదాహరణ : 
							ନାଟକରେ ସବୁ ଚରିତ୍ରମାନେ ଜୀବନ୍ତ ଅଭିନୟ କଲେ
							
పర్యాయపదాలు : ଚରିତ୍ର
ఇతర భాషల్లోకి అనువాదం :
అర్థం : କିଛି ନେବା ବା ପାଇବା ଯୋଗ୍ୟ ବ୍ୟକ୍ତି
							ఉదాహరణ : 
							ଦାନ କେବଳ ସୁପାତ୍ରରେ ହିଁ ଦିଆଯିବା ଉଚିତ
							
పర్యాయపదాలు : ଯୋଗ୍ୟ ବ୍ୟକ୍ତି, ସୁପାତ୍ର
ఇతర భాషల్లోకి అనువాదం :