అర్థం : କୌଣସି ବସ୍ତୁ କିମ୍ବା ବ୍ୟକ୍ତିର ସତ୍ୟାସତ୍ୟ ଉପରେ ଯାଞ୍ଚ କରିବାର ବିଷୟ ଯାହା ସେଗୁଡ଼ିକ ଉପଯୁକ୍ତ ରୂପେ କାମ କରିପାରୁଛି ନା ନାହିଁ ବା ଯେପରି ହେବା ଉଚିତ ସେପରି ହୋଇଛି ନା ନାହିଁ
							ఉదాహరణ : 
							ନୂଆ ଗାଡ଼ିର ପରୀକ୍ଷଣ ଚାଲିଛି
							
ఇతర భాషల్లోకి అనువాదం :
అర్థం : କୌଣସି ରୋଗର କାରଣ ଜାଣିବା ପାଇଁ ଶାରିରୀକ ଦ୍ରବ୍ୟକୁ ପରୀକ୍ଷା କରିବାର ପ୍ରକ୍ରିୟା
							ఉదాహరణ : 
							ମୋତେ ରକ୍ତ ପରୀକ୍ଷା କରାଇବାକୁ ପଡ଼ିବ
							
ఇతర భాషల్లోకి అనువాదం :
Examination of tissues or liquids from the living body to determine the existence or cause of a disease.
biopsy