అర్థం : କାହା ସହିତ ଜଣାଶୁଣା ହେବା ଅବସ୍ଥା ବା ଭାବ
							ఉదాహరణ : 
							ଶ୍ୟାମର ବଡ଼ ବଡ଼ ଲୋକଙ୍କ ସହିତ ପରିଚୟ ଅଛି
							
పర్యాయపదాలు : ଜଣାଶୁଣା
ఇతర భాషల్లోకి అనువాదం :
किसी से जान पहचान होने की अवस्था या भाव।
हमारा और आपका परिचय तो बहुत पुराना है।అర్థం : ନାମ, ଧନ, ଗୁଣ, କର୍ମଆଦି ସହ ସଂବନ୍ଧିତ କୌଣସି ବ୍ୟକ୍ତିଙ୍କର ସବୁ ବା କିଛି ବିଷୟ ଯାହା ଅନ୍ୟମାନଙ୍କୁ କୁହାଯାଏ
							ఉదాహరణ : 
							ମୁଁ ତାଙ୍କ ପରିଚୟ ସମ୍ପର୍କରେ କିଛି କହିବାକୁ ଚାହୁଁଛି  ଆପଣଙ୍କ ପରିଚୟ?
							
ఇతర భాషల్లోకి అనువాదం :