అర్థం : ଅପରାଧ ଘଟିଥିବା ସ୍ଥାନରେ କୌଣସି ପୁଲିସ ଅଧିକାରୀଙ୍କ ଦ୍ବାରା ପ୍ରମାଣ ତଥା ଯାଞ୍ଚ କରାଯିବାର ପ୍ରଥମ ଦସ୍ତାବିଜ
							ఉదాహరణ : 
							ପଞ୍ଚନାମାରେ କମସେକମ ଦୁଇ ଜଣ ଯାଞ୍ଚ ଅଧିକାରୀ ଏବଂ ଦୁଇ ଜଣ ସାକ୍ଷୀଙ୍କ ହସ୍ତାକ୍ଷର ରହିବା ଜରୁରୀ
							
పర్యాయపదాలు : ପଂଚନାମା
ఇతర భాషల్లోకి అనువాదం :
అర్థం : ଯେଉଁ କାଗଜରେ ପଞ୍ଚାୟତର ସଦସ୍ୟମାନେ ନିଜର ନିର୍ଣ୍ଣୟ ଲେଖନ୍ତି
							ఉదాహరణ : 
							ସମସ୍ତ ପଞ୍ଚାୟତର ସଦସ୍ୟ ପଞ୍ଚନାମାରେ ହସ୍ତାକ୍ଷର କଲେ
							
పర్యాయపదాలు : ପଞ୍ଚାୟତପତ୍ର
ఇతర భాషల్లోకి అనువాదం :