అర్థం : ନିର୍ଦ୍ଦେଶ କରିବାର ପ୍ରକ୍ରିୟା ବା ଭାବ
							ఉదాహరణ : 
							ଏହି କାମ ମେଜର ଚୋପଡ଼ାଙ୍କ ନିର୍ଦ୍ଦେଶରେ ହେଉଛି
							
పర్యాయపదాలు : ନିର୍ଦ୍ଦେଶନା
ఇతర భాషల్లోకి అనువాదం :
అర్థం : ଏଭଳି ଅନୁରୋଧ ବା ଆଦେଶ ଯାହାର ପାଳନ ପାଇଁ ବାରମ୍ବାର କୁହାଯାଇଛି
							ఉదాహరణ : 
							ମାଲିକ ଚାକରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବଳଦମାନଙ୍କୁ ଖାଲି କୁଟାନଡ଼ା ଖୁଆଯାଉ
							
పర్యాయపదాలు : ତାଗିଦା
ఇతర భాషల్లోకి అనువాదం :
అర్థం : (ବଡ଼ର ଛୋଟକୁ) ଅମୁକ କାର୍ଯ୍ୟ ଏଭଳି ହେବା ଆବଶ୍ୟକ ବୋଲି ବତାଇବା କ୍ରିୟା
							ఉదాహరణ : 
							ସେ ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ କାମ କରି ସଫଳ ହେଲା
							
పర్యాయపదాలు : ଅନୁଦେଶ
ఇతర భాషల్లోకి అనువాదం :
A message describing how something is to be done.
He gave directions faster than she could follow them.