అర్థం : ଚୁଟି ବାନ୍ଧିବାପାଇଁ ଡୋର ବା ଫିତା
							ఉదాహరణ : 
							ମୋ ଡୋରି କେଉଁଠି ହଜିଯାଇଛି
							
ఇతర భాషల్లోకి అనువాదం :
అర్థం : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
							ఉదాహరణ : 
							ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
							
పర్యాయపదాలు : ଅଣ୍ଟାସୁତା, କମରସୁତା, ଡୋର
ఇతర భాషల్లోకి అనువాదం :
A tie consisting of a cord that goes through a seam around an opening.
He pulled the drawstring and closed the bag.అర్థం : ଡୋର ଭଳି ବଳି ହୋଇଥିବା ଯେଉଁ କନାକୁ ପିନ୍ଧିବା କାନି ବାନ୍ଧିବାପାଇଁ ଲଗାଯାଏ
							ఉదాహరణ : 
							ମାଆ ଝିଅର ପୋଷାକର ଡୋର ବାନ୍ଧୁଛନ୍ତି
							
పర్యాయపదాలు : ଡୋର
ఇతర భాషల్లోకి అనువాదం :