అర్థం : କିଛି ଝରକାରେ ଆଲୁଅ, ଧୂଳିଆଦି ରୋକିବାପାଇଁ ଟଙ୍ଗା ଯାଇଥିବା ଏକ ପ୍ରକାର ପତଳା ଟାଣ ପଟାର ଗଢ଼ଣ
							ఉదాహరణ : 
							ଆଲୁଅ ଏବଂ ପବନ ଆସିବା ନିମନ୍ତେ ଏଠିସେଠି ଝିଲିମିଲିକୁ ଝୁଲାଇ ଦିଆଯାଇଛି
							
ఇతర భాషల్లోకి అనువాదం :
अनेक पतली आड़ी पटरियों का ढाँचा जो कुछ किवाड़ों में प्रकाश, धूल आदि रोकने के लिए जड़ा होता है।
प्रकाश और हवा आने के लिए झिलमिली को इधर-उधर सरकाया जा सकता है।అర్థం : କୃତ୍ରିମ ଆଭା ବା ଦୀପ୍ତି
							ఉదాహరణ : 
							ମୋତେ ବେଶି ଚକଚକିଆ ପସନ୍ଦ ନୁହେଁ
							
పర్యాయపదాలు : ଚକଚକିଆ
ఇతర భాషల్లోకి అనువాదం :
అర్థం : ଯେଉଁଥିରେ ପତଳା ଆବରଣ ଅଛି
							ఉదాహరణ : 
							ସେ ନୂଆ ଜିନିଷଗୁଡ଼ିକ ଉପରେ ଝିଲିମିଲି ଲୁଗା ଢାଙ୍କି ରଖିଛନ୍ତି
							
పర్యాయపదాలు : ଚକଚକିଆ
ఇతర భాషల్లోకి అనువాదం :