అర్థం : କୌଣସି କଥାରେ ହୋଇଥିବା କଳହ
							ఉదాహరణ : 
							ଆଜି ସକାଳୁ ମୋର ତା ସହିତ କଥା କଟାକଟି ହୋଇଗଲା
							
పర్యాయపదాలు : କଥା କଟାକଟି, ଖିଟିମିଟି, ଯୁକ୍ତିତର୍କ
ఇతర భాషల్లోకి అనువాదం :
అర్థం : ଅଯଥା ଯୁକ୍ତିତର୍କ
							ఉదాహరణ : 
							ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
							
పర్యాయపదాలు : କନ୍ଦଳ, କଳି, ତକରାଳ, ବିତଣ୍ଡା, ଯୁକ୍ତିତର୍କ
ఇతర భాషల్లోకి అనువాదం :
అర్థం : କୌଣସି କଥାରେ ହେଉଥିବା ବିବାଦ
							ఉదాహరణ : 
							ସେ କଳିର କାରଣ ଜାଣିବାକୁ ଚାହୁଁଛି
							
పర్యాయపదాలు : କଳି
ఇతర భాషల్లోకి అనువాదం :
किसी बात पर होने वाली कहा-सुनी या विवाद।
वह झगड़े का कारण जानना चाहता है।అర్థం : ଶତ୍ରୁତା ଯୋଗୁଁ ଦୁଇ ଦଳ ମଧ୍ୟରେ ହତିଆର ସାହାଯ୍ୟରେ କରାଯାଉଥିବା ଲଢ଼େଇ
							ఉదాహరణ : 
							ମହାଭାରତ ଯୁଦ୍ଧ ଅଠର ଦିନ ପର୍ଯ୍ୟନ୍ତ ଚାଲିଥିଲା
							
పర్యాయపదాలు : କନ୍ଦଳ, ଯୁଦ୍ଧ, ରଣ, ଲଢ଼ାଇ, ସଂଗ୍ରାମ, ସମର
ఇతర భాషల్లోకి అనువాదం :
शत्रुतावश दो दलों के बीच हथियारों से की जाने वाली लड़ाई।
महाभारत का युद्ध अठारह दिनों तक चला था।అర్థం : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
							ఉదాహరణ : 
							ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
							
పర్యాయపదాలు : ଉଚ୍ଚବାଚ, କଳି, ତର୍କବିତର୍କ, ପାଟିତୁଣ୍ଡ, ଯୁକ୍ତିତର୍କ, ହଟ୍ଟଗୋଳ
ఇతర భాషల్లోకి అనువాదం :
Witty language used to convey insults or scorn.
He used sarcasm to upset his opponent.