అర్థం : ବୋଧ କରିବା ବା ହେବାର କ୍ଷମତା
							ఉదాహరణ : 
							ସମସ୍ତଙ୍କ ବୋଧନ କ୍ଷମତା ଏକାଭଳି ନୁହେଁ
							
పర్యాయపదాలు : ଅବବୋଧନ, ବୁଝିବାଶକ୍ତି, ବୋଧନ କ୍ଷମତା
ఇతర భాషల్లోకి అనువాదం :
बोध करने या होने की क्षमता।
सबकी बोधन क्षमता एक जैसी नहीं होती।అర్థం : ଶିକ୍ଷା ଆଦିଦ୍ୱାରା ମିଳୁଥିବା ଜ୍ଞାନ
							ఉదాహరణ : 
							ପ୍ରାଚୀନ କାଳରେ କାଶୀକୁ ବିଦ୍ୟାର କେନ୍ଦ୍ର ରୂପେ ବିବେଚନା କରାଯାଉଥିଲା
							
ఇతర భాషల్లోకి అనువాదం :
An ability that has been acquired by training.
accomplishment, acquirement, acquisition, attainment, skillఅర్థం : କୌଣସି ବିଷୟଆଦି ଠିକ୍ ରୂପେ ବୁଝିପାରିବାର ଶକ୍ତି
							ఉదాహరణ : 
							ଏହି ବିଷୟରେ ତାଙ୍କର ଜ୍ଞାନ ଭଲ
							
పర్యాయపదాలు : ଧାରଣା
ఇతర భాషల్లోకి అనువాదం :
అర్థం : ଜ୍ଞାନ ଯୁକ୍ତ ଭାବ ବା ଜ୍ଞାନୀ ହେବା ଅବସ୍ଥା
							ఉదాహరణ : 
							ଆପଣ ନିଜର ବିଦ୍ବତ୍ତାର ପ୍ରଦର୍ଶନ ଏଠାରେ କରନ୍ତୁ ନାହିଁ  ବିଦ୍ବତ୍ତା ବଳରେ ଶଙ୍କରାଚାର୍ଯ୍ୟ ଲୁପ୍ତ ପ୍ରାୟ ହିନ୍ଦୁ ଧର୍ମର ରକ୍ଷା କରିଥିଲେ
							
పర్యాయపదాలు : ଧୀମତ୍ତା, ପାଣ୍ଡିତ୍ୟ, ବିଜ୍ଞତା, ବିଦଗ୍ଧତା, ବିଦ୍ୱତ୍ତା, ବିଦ୍ବତ୍ତା
ఇతర భాషల్లోకి అనువాదం :
Profound scholarly knowledge.
encyclopaedism, encyclopedism, eruditeness, erudition, learnedness, learning, scholarship