అర్థం : ଜମିବା ବା ଜମାଇବାର କ୍ରିୟା ବା ଭାବ
							ఉదాహరణ : 
							ଦହି ଭଲ ଭାବେ ବସିଛି  କାନ୍ଥ ଉପରେ ଶିଉଳି ଜମା ହୋଇଛି
							
పర్యాయపదాలు : ବସିବା
ఇతర భాషల్లోకి అనువాదం :
అర్థం : ବିଚାର ବା ସ୍ୱଭାବରେ ସମାନତା କାରଣରୁ ମେଳ ବା ନିର୍ବାହ ହେବା
							ఉదాహరణ : 
							ଆଜିକାଲି ସେ ଦୁଇଜଣଙ୍କ ମଧ୍ୟରେ ଭଲ ଜମୁଛି
							
ఇతర భాషల్లోకి అనువాదం :
Have smooth relations.
My boss and I get along very well.అర్థం : ତରଳ ପଦାର୍ଥ କଠିନ କିମ୍ବା ଗାଢ଼ା ହେବା
							ఉదాహరణ : 
							ପାହାଡ଼ ଉପରେ ବରଫ ଜମାହୋଇଅଛି
							
పర్యాయపదాలు : ଗଦାହେବା
ఇతర భాషల్లోకి అనువాదం :
Change from a liquid to a solid when cold.
Water freezes at 32 degrees Fahrenheit.అర్థం : ସମାରୋହଆଦିର କାମ ଆନନ୍ଦପୂର୍ବକ ଓ ଭଲଭାବେ ସମ୍ପନ୍ନ ହେବା
							ఉదాహరణ : 
							କାଲିର ସଂଗୀତ କାର୍ଯ୍ୟକ୍ରମ ଖୁବ ଜମିଲା
							
పర్యాయపదాలు : ରଙ୍ଗାରଙ୍ଗ ହେବା
ఇతర భాషల్లోకి అనువాదం :
అర్థం : କାମକୁ ଭଲଭାବରେ ଚଳନ ଯୋଗ୍ୟ କରିବା
							ఉదాహరణ : 
							ତାର ବେପାର ଜମିଗଲାଣି
							
ఇతర భాషల్లోకి అనువాదం :
Become settled or established and stable in one's residence or life style.
He finally settled down.అర్థం : (ଭଲ ଭାବରେ) ସ୍ଥିର ହେବା ବା ଏକ ସ୍ଥିତିରେ ହେବା
							ఉదాహరణ : 
							ଟାଇଲ ଏବେ ଚଟାଣ ଉପରେ ବସିଗଲା
							
పర్యాయపదాలు : ବସିବା
ఇతర భాషల్లోకి అనువాదం :
Settle into a position, usually on a surface or ground.
Dust settled on the roofs.అర్థం : କୌଣସି ଏକ ସ୍ଥାନରେ ଏକତ୍ରିତ ହେବା
							ఉదాహరణ : 
							ସବୁ ପିଲା ପଡ଼ିଆରେ ରୁଣ୍ଡ ହେଉଛନ୍ତି ଖାଲରେ ପାଣି ଜମିଛି
							
పర్యాయపదాలు : ଏକତ୍ରିତ ହେବା, ଏକାଠି ହେବା, ରୁଣ୍ଡହେବା
ఇతర భాషల్లోకి అనువాదం :
किसी एक जगह पर इकट्ठा होना।
सभी बच्चे मैदान में इकट्ठे हो रहे हैं।Collect or gather.
Journals are accumulating in my office.అర్థం : ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥ ଉପରେ ଦୃଢ଼ପୂର୍ବକ ବସିଯିବା
							ఉదాహరణ : 
							ଛାତ ସିଢ଼ିରେ ଶିଉଳି ଜମିଛି
							
పర్యాయపదాలు : ବସିବା
ఇతర భాషల్లోకి అనువాదం :
Settle into a position, usually on a surface or ground.
Dust settled on the roofs.