అర్థం : ଚିହ୍ନ, ସୂତ୍ର ଆଦିର ମାଧ୍ୟମରେ ବତାଇବା ବା ଖବର ଦେବା
							ఉదాహరణ : 
							ଆପଣ କଣ ଏହି ଦୁଇ ସହର ମଧ୍ୟରେ ଥିବା ଦୂରତାକୁ କି.ମି.ରେ ବତାଇବେ?
							
పర్యాయపదాలు : ଜ୍ଞାତ କରାଇବା, ବତାଇବା
ఇతర భాషల్లోకి అనువాదం :
అర్థం : କୌଣସି ବସ୍ତୁ ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା
							ఉదాహరణ : 
							ରହିମ ଆଜି ଆସିବନି ବୋଲି ସେ କହିଲା
							
పర్యాయపదాలు : କହିବା, ବତେଇବା, ସୂଚନା ଦେବା, ସୂଚିତ କରିବା
ఇతర భాషల్లోకి అనువాదం :
किसी वस्तु, काम आदि के बारे में बताना।
उसने कहा कि रहीम आज नहीं आयेगा।అర్థం : ଯାହା କାହାରି ମନରେ ନ ଥାଏ ତାକୁ ଜଣାଇ ତାଙ୍କ ମନମଧ୍ୟକୁ ଆଣିବା
							ఉదాహరణ : 
							ମୁଁ ତାଙ୍କୁ ଜଣାଇଲି ଯେ ମୁଁ ସବୁ ଭୁଲିଯାଇଛି  ଜିଲ୍ଲାଧିକାରୀଙ୍କୁ ଘେରାଉକରି କୃଷକମାନେ ତାଙ୍କ ବିରୋଧର ସୂଚନା ଦେଲେ
							
పర్యాయపదాలు : ଜ୍ଞାତ କରିବା, ସୂଚନାଦେବା, ସୂଚିତକରିବା
ఇతర భాషల్లోకి అనువాదం :