అర్థం : ଚେତନାହୀନ ହେବାର ଅବସ୍ଥା ବା ଭାବ
							ఉదాహరణ : 
							କୁଷ୍ଠରୋଗ ପ୍ରଭାବିତ ଚର୍ମରେ ଚେତନାହୀନତା ଆସିଯାଏ
							
పర్యాయపదాలు : ଅନୁଭବଶୂନ୍ୟ, ଚେତନାଶୂନ୍ୟତା, ଚେତନାହୀନତା
ఇతర భాషల్లోకి అనువాదం :
चेतनाहीन होने की अवस्था या भाव।
कुष्ठ रोग से प्रभावित चर्म में चेतनहीनता आ जाती है।A state lacking normal awareness of the self or environment.
unconsciousnessఅర్థం : ଯାହାର ଚେତା ନାହିଁ
							ఉదాహరణ : 
							ନିଜର ପ୍ରିୟବନ୍ଧୁର ମୃତ୍ୟୁ ଖବର ଶୁଣି ସେ ବେହୋସ୍ ହୋଇଗଲା
							
పర్యాయపదాలు : ଅଚେତ, ଅଚେତନ, ଚେତାଶୂନ୍ୟ, ଚେତାହୀନ, ଜ୍ଞାନଶୂନ୍ୟ, ବେହୋସ୍, ମୂର୍ଚ୍ଛିତ, ସଂଜ୍ଞାରହିତ, ସଂଜ୍ଞାଶୂନ୍ୟ, ସଂଜ୍ଞାହୀନ
ఇతర భాషల్లోకి అనువాదం :
जिसे होश न हो।
बेहोश आदमी के मुँह पर पानी के छींटे मारने से वह होश में आ गया।