అర్థం : ସଂପୂର୍ଣ୍ଣ ରୂପେ ଅଧିକ ସମୟଧରି ଯେଉଁ ଗ୍ରହଣରେ ସୂର୍ଯ୍ୟ ବା ଚନ୍ଦ୍ର ମଣ୍ଡଳ ଲୁଚି ରହିଥାଏ
							ఉదాహరణ : 
							ଗ୍ରହଣ କାଳରେ ଖାଲି ଆଖିରେ ଆକାଶକୁ ଅନାଇବା ମନା
							
అర్థం : କାହାରିଠୁ କିଛି ନେବାର କ୍ରିୟା
							ఉదాహరణ : 
							ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
							
పర్యాయపదాలు : ନେବା
ఇతర భాషల్లోకి అనువాదం :
అర్థం : ସୂର୍ଯ୍ୟ, ଚନ୍ଦ୍ର ବା କୌଣସି ଅନ୍ୟ ଜ୍ୟୋତିପିଣ୍ଡ ସାମ୍ନାରେ ଅନ୍ୟ ଏକ ଗ୍ରହ ବା ଉପଗ୍ରହ ଆସିଗଲେ ତା’ର ଆଲୋକ- ପ୍ରବାହରେ ବାଧାପ୍ରାପ୍ତ ହେବା
							ఉదాహరణ : 
							ସୂର୍ଯ୍ୟ ପରାଗ ଅମାବସ୍ୟା ଦିନ ହିଁ ହୁଏ
							
ఇతర భాషల్లోకి అనువాదం :