అర్థం : ଯେ ଗୁଜୁରାଟର ନିବାସୀ
							ఉదాహరణ : 
							ଗୁଜୁରାଟରେ ଆସିଥିବା ଭୂକମ୍ପ ଅନେକ ଗୁଜୁରାଟୀଙ୍କୁ ଗୃହହୀନ କରିଦେଲା
							
పర్యాయపదాలు : ଗୁଜୁରାଟ ନିବାସୀ
ఇతర భాషల్లోకి అనువాదం :
गुजरात का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।
गुजरात में आए भूकंप ने कितने ही गुजरातियों को बेघर कर दिया।అర్థం : ଗୁଜୁରାଟ ରାଜ୍ୟର ଭାଷା
							ఉదాహరణ : 
							ଗୁଜୁରାଟୀ ଲୋକଙ୍କ ମଧ୍ୟରେ ରହିରହି ସେ ଗୁଜୁରାଟୀ କହିବାରେ ଲାଗିଲା
							
పర్యాయపదాలు : ଗୁଜୁରାଟୀ ଭାଷା
ఇతర భాషల్లోకి అనువాదం :
అర్థం : ଗୁଜୁରାଟରେ ରହିବା ବ୍ୟକ୍ତି
							ఉదాహరణ : 
							ଗୁଜୁରାଟୀ ଲୋକ ବହୁତ ପରିଶ୍ରମୀ
							
అర్థం : ଯାହା ଗୁଜୁରାଟ ସମ୍ବନ୍ଧୀୟ ବା ଗୁଜୁରାଟର
							ఉదాహరణ : 
							ନବରାତ୍ରରେ ଗୁଜୁରାଟୀ ଲୋକେ ଦାଣ୍ଡିଆ ନୃତ୍ୟ କରନ୍ତି
							
ఇతర భాషల్లోకి అనువాదం :
गुजरात का या वहाँ के निवासी, भाषा, संस्कृति इत्यादि से संबंधित।
नौरात्र में गुजराती लोग डांडिया नृत्य करते हैं।అర్థం : ଗୁଜୁରାଟୀ ଭାଷା ସଂବନ୍ଧିତ ବା ଗୁଜୁରାଟୀ ଭାଷାର
							ఉదాహరణ : 
							ସେ ନାରସିଂହ ମେହତାଦ୍ୱାରା ଲିଖିତ ଗୁଜୁରାଟୀ ଗ୍ରନ୍ଥ ପଢ଼ୁଛି