అర్థం : ସେହି ଶକ୍ତି ଯାହା ମନରେ ନୂଆ, ଅପୂର୍ବ, ଅଦୃଷ୍ଟ, ଅଶ୍ରୁତଆଦି ଘଟଣାର ସ୍ୱରୂପକୁ ସମ୍ମୁଖକୁ ଆଣେ
							ఉదాహరణ : 
							ମୂର୍ତ୍ତିଗଠନକାରୀର କଳ୍ପନା ଖୋଦେଇ ପଥରରେ ମୂର୍ତ୍ତ ରୂପ ଦିଏ
							
పర్యాయపదాలు : କଳ୍ପନା, କଳ୍ପନାଶକ୍ତି, ଭାବନା
ఇతర భాషల్లోకి అనువాదం :
The ability to form mental images of things or events.
He could still hear her in his imagination.అర్థం : ମନରେ ଉତ୍ପନ୍ନ ହେଉଥିବା କଥା
							ఉదాహరణ : 
							ମୋର ଚିନ୍ତା ହେଉଛି ଯେ ଏହି କାମ ବର୍ତ୍ତମାନ ହୋଇଯିବା କଥା  ବିଚାର ଉପରେ ବିବେକର ଅବଶ୍ୟ ଅଙ୍କୁଶ ରହିବା ଆବଶ୍ୟକ
							
ఇతర భాషల్లోకి అనువాదం :