అర్థం : ଇଟା,ପଥର,କାଠଆଦି ଦ୍ୱାରା ପ୍ରାୟ ସ୍ଥାୟୀ ରୂପରେ ପ୍ରସ୍ତୁତ ଏପରି କୌଣସି ନିର୍ମାଣ ଯେଉଁଥିରେ ଛାତ ଓ ପାଚେରିଥାଏ ଏବଂ ଯାହା ବାସ୍ତୁର ଅନ୍ତର୍ଗତ ହୋଇଥାଏ
							ఉదాహరణ : 
							ଏହି ଭବନ ନିର୍ମାଣପାଇଁ ତିନି ବର୍ଷ ଲାଗିଗଲା
							
పర్యాయపదాలు : ବିଲ୍ଡ଼ିଙ୍ଗ୍, ଭବନ
ఇతర భాషల్లోకి అనువాదం :
అర్థం : ଘରର ଉପରି ଭାଗ ଯାହା ଅନୁଚ୍ଚ କାନ୍ଥଦ୍ୱାରା ଘେରା ହୋଇଥାଏ
							ఉదాహరణ : 
							ପିଲାମାନେ କୋଠା ଉପରେ ଖୁସିରେ ଡିଆଁଡେଇଁ କରୁଛନ୍ତି
							
ఇతర భాషల్లోకి అనువాదం :