అర్థం : ବଂଶରେ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି
							ఉదాహరణ : 
							ରାମ ରଘୁବଂଶର କୁଳଭୂଷଣ ଥିଲେ
							
పర్యాయపదాలు : କୁଳଚୂଡ଼ାମଣି, କୁଳଭୂଷଣ, କୁଳଶ୍ରେଷ୍ଠ
ఇతర భాషల్లోకి అనువాదం :
అర్థం : ନିଜ କୁଳ, ଜାତି, ପରିବାର ଆଦିର କୀର୍ତ୍ତି, ଯଶ ବା ଶୋଭା ବଢ଼ାଉଥିବା ବ୍ୟକ୍ତି
							ఉదాహరణ : 
							କୁଳତିଳକ ସାରା ସମାଜପାଇଁ ପ୍ରେରକ ହୁଅନ୍ତି
							
పర్యాయపదాలు : ବଂଶଗୌରବବର୍ଦ୍ଧକ
ఇతర భాషల్లోకి అనువాదం :