అర్థం : ପାଣିରେ ମିଶାଯାଇଥିବା ଧୁଳି, ମାଟିଆଦି
							ఉదాహరణ : 
							ବର୍ଷାରେ ସବୁ ମାଟି ରାସ୍ତା କାଦୁଅରେ ଭର୍ତ୍ତି ହୋଇଯାଏ
							
పర్యాయపదాలు : କର୍ଦ୍ଦମ
ఇతర భాషల్లోకి అనువాదం :
అర్థం : ଯେଉଁ ଭୂମି ବହୁତ ତଳ ପର୍ଯ୍ୟନ୍ତ ଆଦ୍ର ଏବଂ ନରମ ଯେଉଁଥିରେ କୌଣସି ବସ୍ତୁ ଧସିଯାଇ ତଳ ପର୍ଯ୍ୟନ୍ତ ଯାଏ
							ఉదాహరణ : 
							ସେ ପଙ୍କରେ ପଡ଼ିଗଲା
							
పర్యాయపదాలు : ପଙ୍କ
ఇతర భాషల్లోకి అనువాదం :