అర్థం : ଯେଉଁ ଗୁଣ ବା ତତ୍ୱଦ୍ୱାରା କୌଣସି ବସ୍ତୁର ମହତ୍ତ୍ୱ ବା ମାନ ନିର୍ଦ୍ଧାରଣ କରାଯାଏ
							ఉదాహరణ : 
							ସମୟର ଉପଯୋଗିତାକୁ ନ ବୁଝିପାରିବା ଲୋକ ପଶ୍ଚାତ୍ତାପ କରନ୍ତି
							
పర్యాయపదాలు : ପ୍ରୟୋଜନୀୟତା
ఇతర భాషల్లోకి అనువాదం :
वह गुण या तत्व जिसके कारण किसी वस्तु का महत्व या मान होता है।
समय की उपयोगिता को न समझनेवाले पछताते हैं।అర్థం : କାମରେ ଆସିବାର ଯୋଗ୍ୟତା
							ఉదాహరణ : 
							ବସ୍ତୁର ଉପଯୋଗିତା ଅନୁରୂପରେ ହିଁ ଆମକୁ ତାହାର ଚୟନ କରିବାକୁ ପଡ଼େ
							
ఇతర భాషల్లోకి అనువాదం :
అర్థం : ଉପଯୋଗରେ ଆସିବାର ଅବସ୍ତା ବା ଭାବ
							ఉదాహరణ : 
							ଲୋକଙ୍କର ଉପଯୋଗିତାକୁ ଧ୍ୟାନରେ ରଖି ସୁଲଭ ଶୌଚାଳୟ ନିର୍ମାଣ କରାଯାଉଅଛି
							
పర్యాయపదాలు : ଉପାଦେୟତା
ఇతర భాషల్లోకి అనువాదం :