అర్థం : ଯେଉଁ ସ୍ଥାନ କୌଣସି ବିଶେଷ କାର୍ଯ୍ୟ ନିମନ୍ତେ ଆରକ୍ଷିତ ଥାଏ
							ఉదాహరణ : 
							ସୈନିକମାନଙ୍କ ପ୍ରଶିକ୍ଷଣ କ୍ଷେତ୍ରରେ ଆମେ ପ୍ରବେଶ କରିପାରିବା ନାହିଁ
							
పర్యాయపదాలు : କ୍ଷେତ୍ର
ఇతర భాషల్లోకి అనువాదం :
A part of a structure having some specific characteristic or function.
The spacious cooking area provided plenty of room for servants.అర్థం : ଶାଢ଼ୀ, ଓଢ଼ଣୀଆଦିର ଯେଉଁ ଅଂଶ କାନ୍ଧ ଉପରେ ପଡ଼ିଥାଏ
							ఉదాహరణ : 
							ପିଲାଟି ମାଆଙ୍କ ଶାଢ଼ୀର କାନିକୁ ଧରିଛି
							
ఇతర భాషల్లోకి అనువాదం :
అర్థం : ସେହି ଦେଶ,ପ୍ରଦେଶ,ଜିଲ୍ଲା,କ୍ଷେତ୍ର,ସହର,ଗାଁ ଆଦି ଯେଉଁଠାରେ ଆପଣ (ବା କୌଣସି ବ୍ୟକ୍ତି) ରହିଥାନ୍ତି
							ఉదాహరణ : 
							ଭାରତ ମୋ ଦେଶ
							
పర్యాయపదాలు : ଦେଶ, ପ୍ରଦେଶ, ମୁଲକ, ରାଜ୍ୟ, ରାଷ୍ଟ୍ର
ఇతర భాషల్లోకి అనువాదం :
The country or state or city where you live.
Canadian tariffs enabled United States lumber companies to raise prices at home.అర్థం : ସହରର ସେହି ଅଞ୍ଚଳ ଯେଉଁଥିରେ ବହୁତ କୋଠା ରହିଛି
							ఉదాహరణ : 
							ତାର ଘର ଏହି ମହଲାରେ ଅଛି
							
ఇతర భాషల్లోకి అనువాదం :
A district into which a city or town is divided for the purpose of administration and elections.
ward