అర్థం : ଶୂନରୁ ନଅ ପର୍ଯ୍ୟନ୍ତ ସଂଖ୍ୟା
							ఉదాహరణ : 
							ତିନି ଅଙ୍କ ବିଶିଷ୍ଟ ସବୁଠାରୁ ଛୋଟ ସଂଖ୍ୟା ଶହେ
							
పర్యాయపదాలు : ଅଂକ
ఇతర భాషల్లోకి అనువాదం :
అర్థం : କାହାରିକୁ ଚିହ୍ନିବାପାଇଁ ବ୍ୟବହୃତ ବା ଦିଆଯାଇଥିବା ଅଙ୍କ ବା ଅଙ୍କ ସମୂହ
							ఉదాహరణ : 
							ଖେଳାଳୀଙ୍କପାଇଁ ଅଲଗା ଅଲଗା ଅଙ୍କ ନିର୍ଦ୍ଧାରିତ ହୋଇଥାଏ
							
పర్యాయపదాలు : ନମ୍ବର
ఇతర భాషల్లోకి అనువాదం :
* किसी की पहचान के लिए प्रयुक्त या दिया गया अंक या अंक समूह।
खिलाड़ियों के लिए अलग-अलग अंक निर्धारित होते हैं।అర్థం : ଯାହା ସଂଖ୍ୟା ବା ଗଣନାର ସୂଚକ
							ఉదాహరణ : 
							ମୋତେ ମାସକୁ ଛଅ ଅଙ୍କ ଦରମାବାଲା ଚାକିରି ମିଳିଲେ ମୁଁ ଖୁସିହେବି
							
పర్యాయపదాలు : ସଂଖ୍ୟା
ఇతర భాషల్లోకి అనువాదం :
Any division of quantity accepted as a standard of measurement or exchange.
The dollar is the United States unit of currency.అర్థం : କୌଣସି ପରୀକ୍ଷା ବା ପ୍ରତିଯୋଗିତାରେ ମିଳୁଥିବା ଯେଉଁ ସଂଖ୍ୟାଦ୍ୱାରା ପରୀକ୍ଷାର୍ଥୀ ବା ପ୍ରତିଯୋଗୀଙ୍କ ଶ୍ରେଷ୍ଠତା ବିଷୟରେ ଜାଣିହୁଏ
							ఉదాహరణ : 
							ସେ ବାର୍ଷିକ ପରୀକ୍ଷାରେ ଚାରିଶହରୁ ତିନିଶହ ନମ୍ବର ରଖିଛିଭାରତ ଏହି ପ୍ରତିଯୋଗିତାରେ ଦଶ ଅଙ୍କ ପାଇ ଦ୍ୱିତୀୟ ସ୍ଥାନରେ ଅଛି
							
పర్యాయపదాలు : ନମ୍ବର
ఇతర భాషల్లోకి అనువాదం :