பொருள் : ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ
எடுத்துக்காட்டு :
ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି
பிற மொழிகளில் மொழிபெயர்ப்பு :
பொருள் : ଏକାଠି ହୋଇ ରହୁଥିବା ଗୋଟିଏ ଜଙ୍ଗଲୀ ସ୍ତନ୍ୟପାୟୀ ଜାତିର ଦଳ
எடுத்துக்காட்டு :
ହରିଣଦଳରୁ ଅଲଗା ହୋଇଯାଇଥିବା ଶାବକକୁ ହେଟାବାଘ ମାଡ଼ିବସିଲା
ஒத்த சொற்கள் : ଗୋଠ, ପଲ, ବୃନ୍ଦ, ମେଣ୍ଟ
பிற மொழிகளில் மொழிபெயர்ப்பு :
A group of wild mammals of one species that remain together: antelope or elephants or seals or whales or zebra.
herdபொருள் : ମନୋରଞ୍ଜନପାଇଁ ଏକତ୍ରିତ ହୋଇଥିବା ଲୋକମାନଙ୍କର ସମୂହ
எடுத்துக்காட்டு :
ସେ ଖାଇସାରି ପାର୍ଟିରେ ଯୋଗ ଦେଲେ
ஒத்த சொற்கள் : ପାର୍ଟି
பிற மொழிகளில் மொழிபெயர்ப்பு :
பொருள் : ଛେଳି ବା ମେଣ୍ଢାଆଦି ପଶୁଗୁଡ଼ିକଙ୍କର ଏକ ଦଳ
எடுத்துக்காட்டு :
ମେଣ୍ଢା ଜଗୁଆଳ ମେଣ୍ଢା ପଲହକୁ ଅଡ଼େଇ ଜଙ୍ଗଲ ଆଡ଼କୁ ଯାଉଛି
ஒத்த சொற்கள் : ପଲ୍ହ
பிற மொழிகளில் மொழிபெயர்ப்பு :
பொருள் : ଲୋକମାନଙ୍କର ସେହି ଗୋଷ୍ଠୀ ଯେଉଁମାନଙ୍କ ପାଖରେ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ନିମନ୍ତେ ଶକ୍ତି ବା କ୍ଷମତା ଥାଏ
எடுத்துக்காட்டு :
ସେ ଗୋଟିଏ ଦଳରେ ମିଶିବାକୁ ଚାହୁଁଛି
ஒத்த சொற்கள் : ବାହିନୀ
பிற மொழிகளில் மொழிபெயர்ப்பு :
A group of people having the power of effective action.
He joined forces with a band of adventurers.பொருள் : କୌଣସି କାମ ବା ଉଦ୍ଦେଶ୍ୟ ସାଧନପାଇଁ ଅଭିପ୍ରେତ ଲୋକସମୂହ
எடுத்துக்காட்டு :
ଆଜିକାଲି ସମାଜରେ ନିତି ନୂଆ ନୂଆ ଦଳ ମୁଣ୍ଡ ଟେକୁଛନ୍ତି
ஒத்த சொற்கள் : ମଣ୍ଡଳ, ମଣ୍ଡଳି, ଯୂଥ
பிற மொழிகளில் மொழிபெயர்ப்பு :
ऐसे व्यक्तियों का वर्ग या समूह जो किसी विशिष्ट (अच्छा या बुरा) उद्देश्य की सिद्धि के लिए सङ्घटित हुआ हो और मिल कर काम करता हो।
आजकल समाज में नित्य नये-नये दलों का उदय हो रहा है।பொருள் : କିଛି ବିଷୟରେ ବିଚାର-ବିମର୍ଶ କରିବା ବା ଯୋଜନା ପ୍ରସ୍ତୁତ କରିବା ବା କୌଣସି ପ୍ରତିଯୋଗିତାର ନିର୍ଣ୍ଣାୟକ ରୂପେ ଏକତ୍ରୀତ ହୋଇଥିବା କୌଣସି ବିଶେଷ କାର୍ଯ୍ୟନେଇ ଲୋକଙ୍କର ଗୋଷ୍ଠୀ
எடுத்துக்காட்டு :
ବାଦବିବାଦ ପ୍ରତିଯୋଗିତାରେ ନିର୍ଣ୍ଣାୟକ ଦଳ ନିଜର ଫଳାଫଳକୁ ଆୟୋଜକଙ୍କ ନିକଟକୁ ପଠାଇଦେଲେ
ஒத்த சொற்கள் : ପେନେଲ
பிற மொழிகளில் மொழிபெயர்ப்பு :
A group of people gathered for a special purpose as to plan or discuss an issue or judge a contest etc.
panelபொருள் : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
எடுத்துக்காட்டு :
ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
ஒத்த சொற்கள் : ଗଣ, ଗୋଠ, ପଲ, ବୃନ୍ଦ, ଯୂଥ, ସମୁଦାୟ, ସମୂହ
பிற மொழிகளில் மொழிபெயர்ப்பு :
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
खेतों को पशुओं का समुदाय तहस-नहस कर रहा है।A large indefinite number.
A battalion of ants.