సభ్యుడిగా అవ్వండి
పేజీ చిరునామా క్లిప్బోర్డ్కి కాపీ చేయబడింది.
అర్థం : ସୁନ୍ଦର ହେବା ବା ଲାଗିବାର ଅବସ୍ଥା ବା ଭାବ
ఉదాహరణ : ବସନ୍ତର ଶୋଭା ଚାରିଆଡେ ଦିଶୁଛି
పర్యాయపదాలు : କାନ୍ତି, ଶୋଭା
ఇతర భాషల్లోకి అనువాదం :हिन्दी English
सुहावना होने या लगने की अवस्था या भाव।
Pleasantness resulting from agreeable conditions.
అర్థం : ଯାହା ସରସ ଓ ସୁନ୍ଦର
ఉదాహరణ : ରାଜକୁମାରୀଙ୍କ ଲାବଣ୍ୟ ଦେଖି ସମସ୍ତେ ମୁଗ୍ଧ ହୋଇଗଲେ
పర్యాయపదాలు : ଦ୍ୟୁତି, ଲାବଣ୍ୟ
అర్థం : ଶୋଭିତ ହେବାର ଅବସ୍ଥା ବା ଭାବ
ఉదాహరణ : ସୂର୍ଯ୍ୟାସ୍ତ ସମୟରେ ଆକାଶର ଶୋଭା ଦେଖିବା ଭଳି ହୋଇଥାଏ
పర్యాయపదాలు : କାନ୍ତି, ଛବି, ଦୀପ୍ତି, ରମଣୀୟତା, ଶୋଭା, ସୁନ୍ଦରତା
शोभित होने की अवस्था या भाव।
A quality that outshines the usual.
అర్థం : କୌଣସି ସ୍ତ୍ରୀଲୋକର (ଉତ୍କୃଷ୍ଟ) ଶାରୀରିକ ସୁନ୍ଦରତା
ఉదాహరణ : ତାର ସୌନ୍ଦର୍ଯ୍ୟ ଅଦ୍ୱିତୀୟ
పర్యాయపదాలు : ଚେହେରା, ରୂପ
ఇతర భాషల్లోకి అనువాదం :हिन्दी
किसी स्त्री का (उत्कृष्ट) शारीरिक सौंदर्य।
ఆప్ స్థాపించండి