సభ్యుడిగా అవ్వండి
పేజీ చిరునామా క్లిప్బోర్డ్కి కాపీ చేయబడింది.
అర్థం : ଏକାଠି ବନ୍ଧା ଯାଇଥିବା ବସ୍ତୁର ପରିମାଣ
ఉదాహరణ : କୃଷକ ଧାନର ବୋଝ ବଳଦ ଗାଡ଼ିରେ ଲଦୁଛି
పర్యాయపదాలు : ଭାର
ఇతర భాషల్లోకి అనువాదం :हिन्दी English
एक में बंधा हुआ वस्तुओं का ढेर।
Weight to be borne or conveyed.
అర్థం : ଲୁଗାପଟା, କାଗଜଆଦିକୁ ଗୁଡ଼େଇ ବା ଏକାଠିକରି ବନ୍ଧାଯାଇଥିବା ଏକ ରୂପ
ఉదాహరణ : ସେ ବଜାରରୁ ଚାରି ଗାଣ୍ଠି ଲୁଗା ଆଣିଲା
పర్యాయపదాలు : ଗଣ୍ଠିଲି, ଗାଣ୍ଠି, ବଣ୍ଡଲ
लपेटे हुए या इकट्ठा किए हुए कपड़े, काग़ज़ आदि का एक में बाँधा हुआ समूह।
A collection of things wrapped or boxed together.
అర్థం : କାହାରି ରକ୍ଷଣାବେକ୍ଷଣରେ ରହିବା ତଥା ତାଙ୍କପାଇଁ ଉପଯୋଗୀ ନହେବାର ଅବସ୍ଥା
ఉదాహరణ : କର୍ମହୀନ ବ୍ୟକ୍ତି ପୃଥିବୀପାଇଁ ଭାର ହୋଇଥାଏ
किसी की जिम्मेदारी बनकर रहने तथा उसके लिए कुछ उपयोगी न होने की अवस्था।
An onerous or difficult concern.
అర్థం : ଯାହାକୁ କାହା ଉପରେ ଲଦାଯାଇଥାଏ ବା ଲଦାଯାଏ
ఉదాహరణ : ମୁଁ ଶହେ କିଲୋରୁ ଅଧିକ ବୋଝ ଉଠେଇ ପାରିବି ନାହିଁ
वह जो किसी पर लदा हो या लादा जाता हो।
ఆప్ స్థాపించండి