అర్థం : ବାହାର କରିବା କାମ ଅନ୍ୟ କାହାଦ୍ୱାରା କରାଇବା
							ఉదాహరణ : 
							ଶାଶୁ ବୋହୂଉପରେ ମିଛ ଆରୋପ ଲଗାଇ ତାକୁ ଘରୁ ବାହାର କରାଇଦେଲା
							
పర్యాయపదాలు : ଅଲଗା କରାଇବା, ତଡାଇବା, ବହିଷ୍କାର କରିବା
ఇతర భాషల్లోకి అనువాదం :
అర్థం : କୌଣସି ସ୍ଥାନଦେଇ ନେଇଯିବା ବା ଚଲେଇବା
							ఉదాహరణ : 
							ଏ ବର୍ଷ ଶୋଭାଯାତ୍ରା ପ୍ରଧାନ ରାସ୍ତାଦେଇ ବାହାର କରାଗଲା
							
ఇతర భాషల్లోకి అనువాదం :
कहीं से होकर चलाना या ले जाना।
इस वर्ष झाकियाँ मुख्य मार्ग से होकर निकाली गईं।