అర్థం : କୌଣସି ବିଶେଷ କାର୍ଯ୍ୟ,ପରିସ୍ଥିତି ଆଦିର ହେଉଥିବା ଘଟଣା ବା ସ୍ଥିତି
							ఉదాహరణ : 
							ଆପଣଙ୍କୁ ଶିକ୍ଷା ସହିତ ଉଦ୍ୟୋଗର ଦିଗ ବି ବଦଳାଇବାକୁ ପଡିବ
							
ఇతర భాషల్లోకి అనువాదం :
किसी विशेष कार्य, परिस्थिति आदि के होने या घटने की स्थिति।
आपको शिक्षा के साथ ही उद्योग की दिशा भी बदलनी होगी।అర్థం : କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଏପାଖ ସେପାଖର ବିବରଣୀ
							ఉదాహరణ : 
							ଆପଣ କେଉଁ ଦିଗକୁ ଯାଉଛନ୍ତି
							
ఇతర భాషల్లోకి అనువాదం :
A place within a region identified relative to a center or reference location.
They always sat on the right side of the church.అర్థం : କୌଣସି ବସ୍ତୁ ବିଷୟରେ ଥିବା ବିଭିନ୍ନ କଥାମଧ୍ୟରୁ ଗୋଟିଏ ବିଷୟ ଯାହା ଉପରେ ଅଲଗା ଅଲଗା ବିଚାର କରିବାକୁ ପଡ଼େ
							ఉదాహరణ : 
							ଭାରତୀୟ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାର କରିବା ଆବଶ୍ୟକ
							
పర్యాయపదాలు : ପକ୍ଷ
ఇతర భాషల్లోకి అనువాదం :
అర్థం : ସେନାର କୌଣସି ପକ୍ଷ (ବାମ ବା ଡାହାଣ)
							ఉదాహరణ : 
							ଭାରତୀୟ ସେନା ପ୍ରଥମେ ଶତ୍ରୁସୈନ୍ୟଙ୍କ ଦକ୍ଷିଣ ଦିଗରୁ ଆକ୍ରମଣ କଲେ
							
పర్యాయపదాలు : ପକ୍ଷ
ఇతర భాషల్లోకి అనువాదం :