సభ్యుడిగా అవ్వండి
పేజీ చిరునామా క్లిప్బోర్డ్కి కాపీ చేయబడింది.
అర్థం : ଧାନ ବିହନରୁ ପ୍ରସ୍ତୁତ ଗଛ ଯାହାକୁ ଉପାଡ଼ି ରୋପଣ କରାଯାଏ
ఉదాహరణ : ରୋଇବାପାଇଁ ଧାନ ତଳି ପ୍ରସ୍ତୁତ ହୋଇଗଲାଣି
ఇతర భాషల్లోకి అనువాదం :हिन्दी
धान आदि के बीज से तैयार वे पौधे जिसे उखाड़ कर रोपते हैं।
అర్థం : କୌଣସି ବସ୍ତୁଆଦିର ତଳ ଭାଗ
ఉదాహరణ : ଏହି ବାସନର ତଳେ କଣା ଅଛି ମୋଚି ଜୋତାର ତଳି ବଦଳାଇଲା
పర్యాయపదాలు : ତଳ
ఇతర భాషల్లోకి అనువాదం :हिन्दी English
किसी वस्तु आदि के नीचे का भाग।
The lowest part of anything.
అర్థం : ଯେଉଁ ଛୋଟ ଗଛକୁ ଗୋଟିଏ ସ୍ଥାନରୁ ଉପାଡ଼ି ଅନ୍ୟ ସ୍ଥାନରେ ଲଗାଯାଏ
ఉదాహరణ : ସେ ଖେତରେ ଧାନ ତଳି ରୋଉଛନ୍ତି
పర్యాయపదాలు : ଚାରା
वह छोटा पौधा जो एक जगह से हटाकर दूसरी जगह लगाया जाता है।
Young plant or tree grown from a seed.
అర్థం : ଜଳାଶୟର ତଳ ଭୂମି
ఉదాహరణ : ଏହି ନଦୀର ତଳ ସଫା ଦେଖାଯାଉଛି
जलाशय के नीचे की भूमि।
A depression forming the ground under a body of water.
ఆప్ స్థాపించండి