అర్థం : ସାବଧାନ କରିବାପାଇଁ ପ୍ରଥମରୁ ସୂଚନା ଦେବା
							ఉదాహరణ : 
							ପାଣିପାଗ ବିଭାଗଦ୍ୱାରା ମାଛଧରାଳୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ଚେତାବନୀ ଦିଆଯାଇଅଛି
							
పర్యాయపదాలు : ଖବରଦାର କରିବା, ସାବଧାନ କରିବା, ସୂଚେଇ ଦେବା
ఇతర భాషల్లోకి అనువాదం :
सावधान करने के लिए पहले से सूचना देना।
मौसम विभाग द्वारा मछुआरों को समुद्र की ओर न जाने की चेतावनी दी गई है।