అర్థం : ଗାଁ ନିକଟରେ ଥିବା ଭୂମି ବା ପଡ଼ିଆଜମି ଯାହା ସବୁ ଗାଁବାଲାଙ୍କର ବୋଲି ବୁଝାଯାଏ
							ఉదాహరణ : 
							ଗୋଚରରେ ଗାଁସବୁର ପଶୁ ଚରନ୍ତି
							
ఇతర భాషల్లోకి అనువాదం :
गाँव के समीप का वह भू-खण्ड या परती ज़मीन जो सब ग्रामीणों की समझी जाती है।
परिहार में गाँव भर के पशु चरते हैं।అర్థం : ପଶୁମାନଙ୍କ ଚରିବାପାଇଁ ଯେଉଁ ଜମି ଖାଲି ଛାଡ଼ି ଦିଆଯାଇଛି
							ఉదాహరణ : 
							ସେ ଗୋଚରକୁ ଗାଈ ଚରାଇବାକୁ ଯାଇଛି
							
ఇతర భాషల్లోకి అనువాదం :
A large tract of grassy open land on which livestock can graze.
They used to drive the cattle across the open range every spring.