అర్థం : ଯେଉଁ ଫୁଲରେ କଢ଼ ରୂପରେ ଫଳର ମୂଳ ରୂପ ମଧ୍ୟ ଥାଏ
							ఉదాహరణ : 
							ପିଲାଟି କାକୁଡ଼ିର କଷି ଭାଙ୍ଗିଦେଲା
							
ఇతర భాషల్లోకి అనువాదం :
అర్థం : ନୂଆ ପ୍ରସବ କରିଥିବା ଗାଈ
							ఉదాహరణ : 
							ନିଜ ଛୋଟ ପିଲାକୁ ଦୁଧ ପିଆଇବାପାଇଁ ଗୋପାଳ ଗୋଟିଏ ପୋରୁହାଁ ଗାଈ କିଣିଛି
							
ఇతర భాషల్లోకి అనువాదం :
అర్థం : ଅଳ୍ପ ଦିନିଆ ଛୋଟ ଫଳ କମଦିନର ଧରିଥିବା ଛୋଟଫଳ
							ఉదాహరణ : 
							ଲାଉରେ କଷି ଧରିବା ଆରମ୍ଭ ହୋଇଗଲାଣି
							
ఇతర భాషల్లోకి అనువాదం :