సభ్యుడిగా అవ్వండి
పేజీ చిరునామా క్లిప్బోర్డ్కి కాపీ చేయబడింది.
అర్థం : ଯାହାର କୌଣସି ଉପାୟ ନାହିଁ
ఉదాహరణ : ସେ ଉପାୟହୀନ ସମସ୍ୟା ଘେରମଧ୍ୟରେ ରହିଗଲା
ఇతర భాషల్లోకి అనువాదం :हिन्दी
जिसका कोई उपाय न हो।
అర్థం : ଯାହା ପାଖରେ କୌଣସି ଉପାୟ ନାହିଁ
ఉదాహరణ : ଉପାୟହୀନ ରମେଶ କାନ୍ଦିବାକୁ ଲାଗିଲା
जिसके पास कोई उपाय न हो।
అర్థం : ଯାହାର କୌଣସି ବିକଳ୍ପ ନାହିଁ ବା ବିକଳ୍ପର ଅଭାବ ରହିଛି
ఉదాహరణ : ଏହି ସମସ୍ୟା ଆଗରେ ମୁଁ ନିରୁପାୟ ହୋଇଗଲି
పర్యాయపదాలు : ଅନନ୍ୟଗତି, ନିରୁପାୟ, ବିକଳ୍ପହୀନ
जिसमें कोई विकल्प न हो या विकल्प का अभाव हो।
అర్థం : ଯାହାର ଉପାୟ ନାହିଁ
ఉదాహరణ : ଉପାୟହୀନ ସମସ୍ୟାକୁ ସଜାଡ଼ିବାର ଚେଷ୍ଟା ବ୍ୟର୍ଥ ହେବ
పర్యాయపదాలు : ଅପ୍ରତିକାର
जिसका उपाय न हो।
ఆప్ స్థాపించండి