సభ్యుడిగా అవ్వండి
పేజీ చిరునామా క్లిప్బోర్డ్కి కాపీ చేయబడింది.
అర్థం : ଗୋଟିଏ ହେବାର ଅବସ୍ଥା ବା ଭାବ
ఉదాహరణ : ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଆମର ପରମ କର୍ତ୍ତବ୍ୟ ସେମାନଙ୍କ ମଧ୍ୟରେ ବହୁତ ଏକତା ଅଛି
పర్యాయపదాలు : ଏକତା, ମିଳନ, ମେଳ, ସଂଗଠନ, ସାମ୍ୟ
ఇతర భాషల్లోకి అనువాదం :हिन्दी English
एक होने की अवस्था या भाव।
The quality of being united into one.
అర్థం : ଏକ ଅଳଙ୍କାର
ఉదాహరణ : ଏହି ପଙ୍କ୍ତିଗୁଡ଼ିକ ଅଭେଦର ଉତ୍ତମ ଉଦାହରଣ
ఇతర భాషల్లోకి అనువాదం :हिन्दी
एक अलंकार।
అర్థం : ଯାହା ଅଲଗା ରହେ ନାହିଁ
ఉదాహరణ : ତାଙ୍କ ଅଭିନ୍ନ ଯୋଡ଼ିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି
పర్యాయపదాలు : ଅପୃଥକ, ଅଭିନ୍ନ
जो अलग न हो।
Not capable of being separated.
ఆప్ స్థాపించండి