అర్థం : ଚେୟାରରେ ବସିଥିବା ଲୋକର ପାଦ ରଖିବାପାଇଁ ବ୍ୟବହୃତ ଗୋଟିଏ ଛୋଟ ଚୌକି
							ఉదాహరణ : 
							ସେ ଚେୟାରରେ ବସିବା ମାତ୍ରେ ହିଁ ପାଦାନୀ ଉପରେ ନିଜର ପାଦ ରଖିଲା
							
పర్యాయపదాలు : ପାଦାନୀ
ఇతర భాషల్లోకి అనువాదం :
అర్థం : ପାଦ ରଖିବା ପାଇଁ ବସ୍ତୁ ବା ସ୍ଥାନ
							ఉదాహరణ : 
							ପାଦାନୀ ସୁବିଧା ଥିବାରୁ ପାଦକୁ ଆରାମ ମିଳୁଛି
							
పర్యాయపదాలు : ପାଦାନୀ
ఇతర భాషల్లోకి అనువాదం :
అర్థం : ପାଦ ରଖିବାର ଆସନ
							ఉదాహరణ : 
							ଶ୍ୟାମା ପାଦକୁ ଆରାମ ଦେବାପାଇଁ ତାକୁ ପାଦରଖା ଉପରେ ରଖେ
							
పర్యాయపదాలు : ପାଦାନୀ
ఇతర భాషల్లోకి అనువాదం :