ଅର୍ଥ : ଆମେରିକାର ରାଜଧାନୀ
							ଉଦାହରଣ : 
							ମୋ ଭାଇ ୱାଶିଂଟନରେ ରହୁଛି
							
ସମକକ୍ଷ : ୱାଶିଂଟନ ଡି ସି
ଅନ୍ୟ ଭାଷାରେ ଅନୁବାଦ :
संयुक्त राज्य अमरीका की राजधानी।
मेरा भाई वाशिंगटन में रहता है।ଅର୍ଥ : ଆମେରିକାର ଏକ ରାଜ୍ୟ
							ଉଦାହରଣ : 
							ଆମେରିକାର ଉତ୍ତର ପଶ୍ଚିମରେ ୱାଶିଂଟନ ଅବସ୍ଥିତ
							
ଅନ୍ୟ ଭାଷାରେ ଅନୁବାଦ :
अमरीका का एक राज्य।
वाशिंगटन अमरीका के उत्तर पश्चिम में है।ଅର୍ଥ : ଆମେରିକାର ସଂଘୀୟ ବା କେନ୍ଦ୍ରୀୟ ସରକାର
							ଉଦାହରଣ : 
							କ୍ୟାପିଟାଲ ଜନହିତପାଇଁ କେତେକ ଯୋଜନା ଆରମ୍ଭ କରିଛି
							
ସମକକ୍ଷ : କ୍ୟାପିଟାଲ
ଅନ୍ୟ ଭାଷାରେ ଅନୁବାଦ :