ଅର୍ଥ : ଷଡ଼ପଦ ଛନ୍ଦର ଏକ ଭେଦ
							ଉଦାହରଣ : 
							ହୀରର ଗୋଟିଏ ଉଦାହରଣ ଦିଅନ୍ତୁ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ମାତ୍ରିକ ଛନ୍ଦ
							ଉଦାହରଣ : 
							ହୀରରେ ତେଇଶଟି ମାତ୍ରା ଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
							ଉଦାହରଣ : 
							ହୀରର ପ୍ରତ୍ୟେକ ପାଦରେ କ୍ରମରେ ଭଗଣ, ସଗଣ, ନଗଣ, ଜଗଣ, ନଗଣ ଏବଂ ରଗଣ ଥାଏ
							
ଅନ୍ୟ ଭାଷାରେ ଅନୁବାଦ :