ଅର୍ଥ : ଜଣେ ଆମେରିକୀୟ ରସାୟନବିତ
							ଉଦାହରଣ : 
							ଅଠରଶହ ତେଷଠି ମସିହାରେ ଚାର୍ଲ୍ସ ମାର୍ଟିନ ହାଲ ଜନ୍ମ ହୋଇଥିଲେ
							
ସମକକ୍ଷ : ଚାର୍ଲ୍ସ ମାର୍ଟିନ ହାଲ
ଅନ୍ୟ ଭାଷାରେ ଅନୁବାଦ :
एक अमरीकी रसायनज्ञ।
हॉल का जन्म अठारह सौ तिरसठ में हुआ था।United States chemist who developed an economical method of producing aluminum from bauxite (1863-1914).
charles martin hall, hallଅର୍ଥ : ଜଣେ ଆମେରିକୀୟ ଅନ୍ୱେଷକ
							ଉଦାହରଣ : 
							ଚାର୍ଲ୍ସ ଫ୍ରାନ୍ସିସ ହାଲ ଅଠରଶହ ଏକୋଇଶ ମସିହାରେ ଜନ୍ମ ହୋଇଥିଲେ
							
ସମକକ୍ଷ : ଚାର୍ଲ୍ସ ଫ୍ରାନ୍ସିସ ହାଲ
ଅନ୍ୟ ଭାଷାରେ ଅନୁବାଦ :
एक अमरीकी अन्वेषक।
हॉल का जन्म अठारह सौ इक्कीस में हुआ था।United States explorer who led three expeditions to the Arctic (1821-1871).
charles francis hall, hallଅର୍ଥ : ଏବେଏବେ ବିତିଥିବା ସମୟ
							ଉଦାହରଣ : 
							ଆପଣ ନିକଟ ଅତୀତର କିଛି କଥା କୁହନ୍ତୁ  ତାଙ୍କର ନିକଟ ଅତୀତରେ ଦେହାନ୍ତ ହୋଇଛି
							
ସମକକ୍ଷ : ନିକଟ ଅତୀତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଣେ ଆମେରିକୀୟ ଶିଶୁ ମନୋବୈଜ୍ଞାନିକ
							ଉଦାହରଣ : 
							ଅଠରଶହ ଚଉରାଳିଶ ମସିହାରେ ଜୀ ଷ୍ଟେନଲେ ହାଲଙ୍କ ଜନ୍ମ ହୋଇଥିଲା
							
ସମକକ୍ଷ : ଜୀ ଷ୍ଟେନଲେ ହାଲ
ଅନ୍ୟ ଭାଷାରେ ଅନୁବାଦ :
एक अमरीकी बाल-मनोवैज्ञानिक।
हॉल का जन्म अठारह सौ चौवालिस में हुआ था।ଅର୍ଥ : ଯାହା ବର୍ତ୍ତମାନ କାଳ ସହିତ ସମ୍ବନ୍ଧିତ ବା ବର୍ତ୍ତମାନ କାଳର
							ଉଦାହରଣ : 
							ବିଶ୍ୱର ବର୍ତ୍ତମାନକାଳୀନ ରାଜନୈତିକ ପରିସ୍ଥିତିଗୁଡ଼ିକର ଖବର ସମସ୍ତେ ଜାଣିବା ଆବଶ୍ୟକ
							
ସମକକ୍ଷ : ଆଧୁନିକ, ଏବେର, ବର୍ତ୍ତମାନ କାଳୀନ, ସମ ସାମୟିକ, ସାମ୍ପ୍ରତିକ
ଅନ୍ୟ ଭାଷାରେ ଅନୁବାଦ :
जो वर्तमान काल से संबंधित हो या वर्तमान काल का।
विश्व की वर्तमान कालीन राजनैतिक परिस्थितियों की ख़बर सबको रखनी चाहिए।