ଅର୍ଥ : ପୂର୍ବ ସୂଚନା ନଦେଇ ଏକାଏକା ଆସିଯିବା ବା ଅବାଞ୍ଛିତ ରୂପରେ ଆସି ପହଞ୍ଚିଯିବା
							ଉଦାହରଣ : 
							ବର୍ତ୍ତମାନ ଆମେ ସପରିବାର ଗୋଆ ଯିବାର କାର୍ଯ୍ୟକ୍ରମ କରୁଥିଲୁ, ହଠାତ୍ ଦିଲ୍ଲୀବାସୀ ମାଉସୀ ଆସି ପହଞ୍ଚିଗଲେ
							
ସମକକ୍ଷ : ଅଚାନକ ଆସିବା, ସହସା ଆସିବା
ଅନ୍ୟ ଭାଷାରେ ଅନୁବାଦ :