ଅର୍ଥ : ସମ୍ପୂର୍ଣ୍ଣ ରୂପେ ପାଣିରେ ସନ୍ତଉଥିବା ତଳିଆ ଅଞ୍ଚଳ
							ଉଦାହରଣ : 
							ସନ୍ତସନ୍ତିଆ ଭୂଇଁରେ ବଡ଼ବଡ଼ ଘାସ ଉଠିଲାଣି
							
ସମକକ୍ଷ : ଆଦ୍ରଭୂମି
ଅନ୍ୟ ଭାଷାରେ ଅନୁବାଦ :
वह निम्न क्षेत्र जहाँ भूमि पूरी तरह से पानी से भीगी हो।
नम-भूमि में बड़ी-बड़ी घास उग आई है।A low area where the land is saturated with water.
wetland