ଅର୍ଥ : ଛଅ ପ୍ରକାର ରସ ବା ସ୍ୱାଦ
						 
						 
					
							ଉଦାହରଣ : 
							ମଧୁର,ଲବଣ,ତିକ୍ତ,କଟୁ,କଷାୟ, ଓ ଅମ୍ଳ ଅର୍ଥାତ ମିଠା,ଲୁଣିଆ,ପିତା,କଷା,ରାଗ ଓ ଖଟା ଆଦିକୁ ଷଡ଼ରସ କୁହାଯାଏ
							
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												छः प्रकार के रस या स्वाद।
												मधुर, लवण, तिक्त, कटु, कषाय और अम्ल अर्थात् मीठा, नमकीन, तीता,कड़ुआ, कसैला तथा खट्टा ये षड्रस कहलाते हैं।
														
													षड् रस, 
षड्रस