ଅର୍ଥ : ଯେଉଁ ବ୍ରତରେ ବିଶେଷତଃ ତିନି ଦିନରେ କେବଳ ଥରେ ଭୋଜନ କରିବାର ବିଧାନ ରହିଛି
							ଉଦାହରଣ : 
							ଷଷ୍ଠାନକାଳରେ ଷଷ୍ଠାନ ଖିଆଯାଏ
							
ସମକକ୍ଷ : ଷଷ୍ଠାନକାଳ ବ୍ରତ
ଅନ୍ୟ ଭାଷାରେ ଅନୁବାଦ :
एक व्रत विशेष जिसमें तीन दिन में केवल एक बार भोजन करने का विधान है।
षष्ठानकाल में षष्ठान खाया जाता है।