ଅର୍ଥ : ଧଳା ବସ୍ତ୍ର ଧାରଣ କରିଥିବା ଜୈନ ସାଧୁ
							ଉଦାହରଣ : 
							ଏଠାରେ ଏବେ ଶ୍ୱେତାମ୍ବରମାନଙ୍କ ବୈଠକ ଚାଲିଛି
							
ସମକକ୍ଷ : ଶ୍ୱେତାମ୍ବର ସାଧୁ
ଅନ୍ୟ ଭାଷାରେ ଅନୁବାଦ :
श्वेत वस्त्र धारण करने वाले जैन साधु।
यहाँ अभी श्वेतांबरों की बैठक चल रही है।ଅର୍ଥ : ଧଳା ରଙ୍ଗର ଲୁଗା
							ଉଦାହରଣ : 
							ମହାତ୍ମାଜୀ ଶ୍ୱେତାମ୍ବର ଧାରଣ କରିଥିଲେ
							
ସମକକ୍ଷ : ଶ୍ୱେତବସ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :